ଦରଦୀ ଡାକ୍ତରଙ୍କୁ ଦୁଃଖଭରା ବିଦାୟ : କଳାହାଣ୍ଡି ଉପାନ୍ତ ଥୁଆମୁଳ ରାମପୁରରେ କାନ୍ଦି କାନ୍ଦି ଡାକ୍ତର ଅଭିନାଶ ରଥଙ୍କୁ ବିଦାୟ ସମ୍ବର୍ଧନା ଦେଲେ ସ୍ଥାନୀୟ ଲୋକେ । ଗତ ୫ ବର୍ଷ ଧରି ଲୋକଙ୍କୁ ସେବା ଓ ସଚେତନ କରି ଆସୁଥିଲେ ଅଭିନାଶ

11