ଗାର୍ଲଫ୍ରେଣ୍ଡ ହାତରେ ଚାଲିଥିଲା ଅପରାଧର ସାମ୍ରାଜ୍ୟ । ଚୌଦ୍ୱାରରେ ଅପରାଧୀ ଜିତୁକୁ ଏନକାଂଉଟର ପରେ ଆସିଲା ସାଂଘାତିକ ସତ । ପ୍ରେମିକା ସହ ମା ଓ ଉଭଣୀ ଥିଲେ ପାର୍ଟନର –ଗିରଫ କଲା ପୋଲିସ ।

15