ଆର୍ମି ର୍ୟାଲି ପରୀକ୍ଷାର୍ଥୀଙ୍କ ବାସ୍ତବ ଚିତ୍ର । ଖାଦ୍ୟ ପୁଡିଆ , ପାଣିବୋତଲ ପାଇଁ ଲମ୍ବୁଛି ହାତ । ଅବ୍ୟବସ୍ଥା ନେଇ ଜାତୀୟ ମାନବାଧିକାର କମିଶନଙ୍କୁ ଭୁବନେଶ୍ୱର ବାର ଆସୋସିଏସନର ଚିଠି । ପୋଲିସ କମିଶନର କହିଲେ, ଆଉ ରାସ୍ତାକଡରେ ଶୋଇବେନି ପରୀକ୍ଷାର୍ଥୀ ।

10