ଆଜିଠୁ ଶିରିଡି ବନ୍ଦ । ସାଇଙ୍କ ଜନ୍ମସ୍ଥାନ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ । ଶିରିଡି ସହରରେ ବନ୍ଦ ପାଳନ, ମନ୍ଦିରରେ ଚାଲିଛି ଦର୍ଶନ । ଉଦ୍ଧବଙ୍କୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ।

8