ଅଫିସର ଶୁଣୁନାହାନ୍ତି ବିଧାୟକଙ୍କ କଥା । ରାଗିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ । ସ୍କୁଲକୁ ଯାଇ ଦେଖିଲେ ଛାତ୍ର ଉପସ୍ଥାନ ଓ ମଧ୍ୟାଭୋଜନ ସ୍ଥିତି । ଆସିଲେନି ପ୍ରଧାନଶିକ୍ଷୟିତ୍ରୀ । ୩ ଶିକ୍ଷକ ସସପେଣ୍ଡ ।

14