ଶୀତ ଭିତରେ ବର୍ଷା । ରାଜ୍ୟରେ ଆଜିଠୁ ଦୁଇ ଦିନ ଯାଏ ହାଲୁକା ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ, ଉପକୂଳ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହୋଇପାରେ ବର୍ଷା ।

2

Comments are closed.