ବ୍ରହ୍ମପୁର : ବାସୁଦେବନଗର ଏକ ଘରର ପାଚେରୀ ଭିତରେ ଥିବା ୩ଟି ବାଇକ୍ ଜାଳିଦେଲେ ଦୃର୍ବୃତ୍ତ

21

କନକ ବ୍ୟୁରୋ : ବାଇକ୍ ଜାଳିଦେଲେ ଦୃର୍ବୃତ୍ତ । ବ୍ରହ୍ମପୁର ବାସୁଦେବନଗର ଏକ ଘରର ପାଚେରୀ ଭିତରେ ଥିବା ୩ଟି ବାଇକରେ ଦୃର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ବାଇକଟି ସଂପୂର୍ଣ୍ଣ ଜଳିଯାଇଛି ।