ବ୍ରହ୍ମପୁର ବୁୁରୁପଡାରେ ଏନକାଉଂଟର ! ପୁଲିସ ଗୁଳିରେ ଅପରାଧୀ ବିଜୟ ମହାରଣା ଆହତ

3

କନକ ବ୍ୟୁରୋ : ବ୍ରହ୍ମପୁରରେ ଏନକାଉଂଟର । ଶେରଗଡ ଥାନା ବୁରୁପଡାଠାରେ ପୁଲିସ ଏନକାଉଂଟରରେ ଅପରାଧି ବିଜୟ ମହାରଣା ଆହତ ହୋଇଛି । ବିଜୟର ବାମ ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତି କରାଯାଇଛି । ବିଜୟ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଗୁଳି ବିନିମୟରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ବାଇକ ଜବତ ହୋଇଛି ।

Comments are closed.