ଆଠଗଡ ଗୁରୁଡିଝାଟିଆରେ ବୋମାମାଡ

31

ଆଠଗଡ : ଆଠଗଡ ଗୁରୁଡିଝାଟିଆରେ ବୋମାମାଡ ।କଂଟ୍ରାକ୍ଟର ପ୍ରତାପ ରାଉତଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ । ବୋମାମାଡ କରି ଦୁର୍ବୃତ ଫେରାର ହୋଇଯାଇଛନ୍ତି । ତେବେ କିଏ ଓ କାହିଁକି ବୋମାମାଡ କରିଛି ତାହା ଜଣାପଡିନାହିଁ । ବାଇକରେ ଆସି ଦୁର୍ବୃତ ବୋମାମାଡ କରିଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।