ଅଶାନ୍ତ ନିଆଳି  ! ଠିକାଦାରଙ୍କ ଘର ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ  

30

କନକ ବ୍ୟୁରୋ : ସିସିଟିଭିରେ ବମ୍ବିଂ ବେଳର ଦୃଶ୍ୟ  । ଦୁଇ ଜଣ ଦୁର୍ବୃତ୍ତ  ବାଇକରେ ଆସି ଘର ଉପରକୁ ବୋମା ମାଡ କରିବା ପରେ ଫେରାର ହେଉଯାଉଥିବାର ଦୃଶ୍ୟ କଏଦ କରିଛି ସିସିଟିଭି । ନିଆଳି ସ୍ଥିତ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ଗୁରୁବାର ରାତିରେ ଦୁର୍ବୃତ୍ତ  ମାନେ ବୋମାମାଡ କରି ଫେରାର ହୋଇଯାଇଥିଲେ  । ନିଆଳି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  । ପୂର୍ବରୁ ମଧ୍ୟ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ବୋମାମାଡ ହୋଇଥିଲା  ।

ତେବେ ରାଜକିଶୋରଙ୍କ ଘରକୁ ଏପରି ବୋମାମାଡ କରିବାର କାରଣ ଜଣାପଡିନାହିଁ । ତେବେ  ଦୁର୍ବୃ ତ୍ତଙ୍କ ଏପରି କାଣ୍ଡ କଏଦ  ହୋଇଛି ସିସିଟିଭିରେ । ତେବେ ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ବୋମାମାଡ ହୋଇଥିବା ସନ୍ଦେହ କରାଯ।।ଉଛି ।