ଡେଲାଙ୍ଗ କୁଆପଦା ଗାଁରେ ବୋମାମାଡ ! ୫୦ରୁ ଅଧିକ ବଖରା ଘର ଭସ୍ମିଭୁତ

27

କନକ ବ୍ୟୁରୋ : ଡେଲାଙ୍ଗ କୁଆପଦା ଗାଁରେ ବୋମାମାଡ । ବୋମାମାଡରେ ୫୦ରୁ ଅଧିକ ବଖରା ଘର ପୋଡିଯାଇଛି । ଗାଇ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ କରାଯାଇଛି । ଗାଁରେ ଉତେଜନା ଲାଗିରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –