କନକ ବ୍ୟୁରୋ : ପିପିଲି କଂଟି ଛକରେ ବୋମା ମାଡ । ୧୪ରୁ ଅଧିକ ବୋମା ମାଡ ହୋଇଛି । ବୋମା ମାଡରେ ବଡକଂଟିର ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ରାତି ୯ଟାରେ ଏହି ବୋମାମାଡ ହୋଇଥିବା ଜଣାପଡିଛି । ରାଜନୈତିକ ଆକ୍ରୋଶରୁ ଏହି ହିଂସାକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ପିପିଲି ପୁଲିସ୍ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ୨ଜଣକୁ ଅଟକ ରଖି ପୁଲିିସ ପଚରା ଉଚରା କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ-