ବଲାଙ୍ଗୀରରେ ଓଲଟି ପଡିଲା ତେଲ ଟ୍ୟାଙ୍କର : ବାଲଟି ଓ ପ୍ଲାଷ୍ଟିକ ଜାରରେ ଡିଜେଲ ଭର୍ତି କରି ବୋହିନେଲେ ଲୋକେ

35

କନକ ବ୍ୟୁରୋ : ବଲାଙ୍ଗୀରରେ ଓଲଟି ପଡିଲା ତେଲ ଟ୍ୟାଙ୍କର । ଡିଜେଲ ବୋଝେଇ ଟ୍ୟାଙ୍କର ବଲାଙ୍ଗୀର ଛତାମଖନାଠାରେ ଓଲଟି ପଡିଛି । ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଶହ ଶହ ଲିଟର ଡିଜେଲକୁ ସ୍ଥାନୀୟ ଲୋକମାନେ ବୋହି ନେଉଥିବାର ଦେଖିବାକୁ ମିଳିଛି । ବାଲଟି ଓ ପ୍ଲାଷ୍ଟିକ ଜାରରେ ଡିଜେଲ ଭର୍ତି କରି ଲୋକମାନେ ବୋହି ନେଉଛନ୍ତି  ।