ବଲାଙ୍ଗିରରେ ପଂଚାୟତ ନିର୍ବାଚନକୁ ନେଇ ଜୋର ଧରିଲା ପ୍ରଚାର ଅଭିଯାନ : କ୍ୟାମ୍ପେନ ପାଇଁ ଘରେ ଘରେ ପହଂଚିଲେ ରାଜ ପରିବାରର ସଦସ୍ୟ

18

ବଲାଙ୍ଗିର : ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ଏବେ ସବୁଠି ବୃଦ୍ଧି ପାଇଛି ରାଜନୈତିକ ଉଷ୍ମତା । ବଲାଙ୍ଗିର ମଧ୍ୟ ଏହାର ତାତି ବେଶ୍ ବାରି ହୋଇପଡୁଛି । କିନ୍ତୁ ଏଠିକାର ସ୍ୱତନ୍ତ୍ରତା ହେଉଛି, ରାଜପରିବାର ଭିତରେ ରାଜନୀତିର ଲଢେଇ ।

ଏହାସହ ଦେଖନ୍ତୁ ଏହି ଭିଡିଓ –