ବଲାଙ୍ଗୀରରେ ନିଆରା ରଂଗଖେଳ ! ଚାଷୀ ମୁହଁରେ ହସ ଫୁଟାଇବାକୁ ଲାଲ ଟମାଟୋରେ ହୋଲି ଖେଳିଲେ ଯୁବ ପିଢୀ

24

କନକ ବ୍ୟୁରୋ : ହୋଲିରେ ସମସ୍ତେ ମସଗୁଲ ହୋଇଯାଇଥିବା ବେଳେ ବଲାଙ୍ଗୀରରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ରଂଗଖେଳ । ଲାଲ ଟମାଟୋ କିଣି ଲୋକମାନେ ହୋଲି ଖେଳିଛନ୍ତି । ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ତାଙ୍କୁ ଖୁସି କରିବାକୁ ବଲାଙ୍ଗୀର ବାସିନ୍ଦା ଏପରି ପଦକ୍ଷେପ ନେଇଛନ୍ତି ।