ଆଜି ବଲାଙ୍ଗୀର ପ୍ରସିଦ୍ଧ ଶୁଳିଆ ଯାତ୍ରା ! ପ୍ରଶାସନର ବାରଣ ସତ୍ୱେ ବଳି ପାଇଁ ନଛୋଡବନ୍ଧା ମିଳିତ ଶୁଳିିଆ ପୂଜା କମିଟି

42

କନକ ବ୍ୟୁରୋ : ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା । ଏଥିପାଇଁ ଖବରଗୁଡା ଓ କୁମୁରିଆ ଗାଁରେ ପ୍ରସ୍ତୁତି ସରିଛି । ପଂଚୁବାଦ୍ୟ ଦୁଲୁଦୁଲିର ତାଳେ ତାଳେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ମାନେ ଶୋଭାଯାତ୍ରାରେ ବାହାରିବେ ।

ପ୍ରତିଥର ଭଳି ଏଥର ମଧ୍ୟ ପରମ୍ପରା ଅନୁଯାୟୀ ବଳିଦେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ମିଳିତ ଶୁଳିିଆ ପୂଜା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-