ବୋଲଗଡ଼ରେ ପୂଜକଙ୍କ ହତ୍ୟାକାଣ୍ଡ ଘଟଣାରେ ଗ୍ରାମବାସୀଙ୍କ ରାସ୍ତାରୋକ

29

ବୋଲଗଡ଼: ବୋଲଗଡ଼ରେ ପୂଜକଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ  ବାଘମାରି-କଳାପଥର ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଚିଂ ଅନୁସନ୍ଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସାଲତରା ମନ୍ଦିର ପୂଜକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ରାସ୍ତାକଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ହତ୍ୟାକାଣ୍ଡ ଗେଡିଆ ପଲ୍ଲୀ ଅଂଚଳରେ ହଇଚଇ ସୃଷ୍ଟି କରିଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି ।