ପୁରୀ : ବିଚ କାନିର୍ଭାଲରେ ଆୟୋଜିତ ହେଲା ବୋଟ ରେସିଂ କାର୍ଯ୍ୟକ୍ରମ

20

କନକ ବ୍ୟୁରୋ : ପୁରୀ ବେଳାଭୂମିରେ ବିଚ କାନିର୍ଭାଲରେ ଆୟୋଜିତ ହୋଇଛି ବୋଟ ରେସିଂ କାର୍ଯ୍ୟକ୍ରମ । ପାନ୍ଥନିବାସ ବେଳାଭୂମିରେ ୩ଟି ବୋଟ ଆସୋସିଏସନ ପକ୍ଷରୁ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ବୋଟ ରେସିଂ କରାଯାଇଥିଲା । ଏହାକୁ ଉଦଘାଟିତ କରିଥିଲେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ୩ ମତ୍ସ୍ୟଜୀବୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।