ହସ୍ପିଟାଲ ପାଇଁ ହନ୍ତସନ୍ତ ହେବେନି ବିଛିନ୍ନାଂଚଳ ବାସୀ ! ମାଲକାନଗିର ଚିତ୍ରକୋଣ୍ଡାକୁ ଚାଲିଲା ବୋଟ୍ ଆମ୍ବୁଲାନ୍ସ

28

କନକ ବ୍ୟୁରୋ : ହସ୍ପିଟାଲ ପାଇଁ ହନ୍ତସନ୍ତ ହେବେନି ବିଛିନ୍ନାଂଚଳ ବାସୀ । ମାଲକାନଗିର ଚିତ୍ରକୋଣ୍ଡାକୁ ଚାଲିଲା ବୋଟ୍ ଆମ୍ବୁଲାନ୍ସ । ମାଲାକାନଗିରି ବିଚ୍ଚିନ୍ନାଚଂଳ ବାସୀଙ୍କ ପାଇଁ ବୋଟ ଆମ୍ବୁଲାନ୍ସ ଆରମ୍ଭ ହୋଇଛି । ପାଖାପାଖି ୧୦ଟି ପଂଚାୟତ ୧୫୧ ଗାଁର ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ମାଲକାନଗିରି ପ୍ରଶାସନ ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି ।