ବିଶ୍ୱ ଦୃଷ୍ଟିହୀନ ଟି-୨୦ କ୍ରିକେଟ ମ୍ୟାଚ : ଚଳିତ ମାସ ୨୯ ତାରିଖରୁ ଫେବ୍ରୁୟାରୀ ମାସ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

39

କନକ ବ୍ୟୁରୋ : ବିଶ୍ୱ ଦୃଷ୍ଟିହୀନ ଟି-୨୦ କ୍ରିକେଟ ଚଳିତ ମାସ ୨୯ ତାରିଖରୁ ଫେବ୍ରୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାରତ ସହିତ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନେପାଳ, ନ୍ୟୁଜିଲାଣ୍ଡ, ପାକିସ୍ଥାନ ଆଦି ୧୦ ଟି ଦେଶ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ।

ଫେବୃୟାରୀ ୭ ତାରିଖରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଗୋଟିଏ ମ୍ୟାଚ ଭୁବନେଶ୍ୱରର କିଟ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ ।