ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ! ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16

କନକ ବ୍ୟୁରୋ : ବିଜେପିର ଉତ୍ତର ଓଡିଶା ମିଶନ । ଆଜି ବାରିପଦାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ । କାର୍ଯ୍ୟକାରୀଣିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳର ହେଭିୱେଟ ନେତାଙ୍କ ସହ ୩୦ ଜିଲ୍ଲାର ସଭାପତି ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦଳକୁ କିଭଳି ତୃଣମୂଳ ସ୍ଥଳରେ ମଜବୁଦ କରାଯିବ ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା କରାଯିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-