ବଲାଙ୍ଗିରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡିକୁ ଅଣ୍ଡାମାଡ : ବିଜେପି ୮ କର୍ମୀ ଅଟକ

42

ବଲାଙ୍ଗିର : ବଲାଙ୍ଗିର ସୁଦପଡା ନିକଟରେ କୃଷିମନ୍ତ୍ରୀଙ୍କୁ ଅଣ୍ଡାମାଡ ହୋଇଥିବା ଅଭିଯୋଗ ହୋଇଛି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବଲାଙ୍ଗିର ଗସ୍ତରେ ଯାଉଥିବା ବେଳେ କିଛି ବିଜେପି କର୍ମୀ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି। ଏହି ଘଟଣାରେ ୮ଜଣ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।