ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ନବୀନ ସରକାରଙ୍କ କାର୍ଯ୍ୟକାରିତାର ହେବ ସମୀକ୍ଷା !

43

କନକ ବ୍ୟୁରୋ : ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ନବୀନ ସରକାରଙ୍କ କାର୍ଯ୍ୟକାରିତା ହେବ ସମୀକ୍ଷା । ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ବିଭିନ୍ନ ବିଭାଗର ୧୫ଜଣ କେନ୍ଦ୍ର ମନ୍ତ୍ରୀ କରିବେ ତର୍ଜମା । ଏଥିପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ମଧ୍ୟ ଭୁବନେଶ୍ୱରରେ ଡେରା ପକାଇବାର କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରିଛି ବିଜେଡି । ଏହା ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ ବୋଲି ବିଜେଡି କହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-