ପଂଚାୟତ ନିର୍ବାଚନୀ ହିଂସାକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ ! ରାଜ୍ୟରେ ୧୫ ଜଣଙ୍କୁ କରାଯାଇଛି ହତ୍ୟା

30

କନକ ବ୍ୟୁରୋ : ରାଜ୍ୟରେ ପଂଚାୟତ ନିର୍ବାଚନ ସମୟରେ ବହୁ ସ୍ଥାନରେ ହିଂସାକାଣ୍ଡ ଘଟିଛି । ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ଜଣଙ୍କୁ ହତ୍ୟା କରାଯାଇଛି । ଏନେଇ ସୂଚନା ଦେଇଛି ବିଜେପି । କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ବିଜେପି ମୁଖପାତ୍ର । ଶାନ୍ତିପ୍ରିୟ ଓଡିଶାରେ ଜନାଦେଶକୁ ଚପାଇ ଦେବା ପାଇଁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସଜ୍ଜନ ଶର୍ମା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-