ବିଜେପିର ଉତ୍ତର ଓଡିଶା ମିଶନ : ବାରିପଦାରେ ରାଜ୍ୟ କାର୍ଯ୍ୟକାରିଣୀ

26

କନକ ବ୍ୟୁରୋ : ବିଜେପିର ଉତ୍ତର ଓଡିଶା ମିଶନ । ବାରିପଦାରେ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବାରିପଦା ସହିଦ ସ୍ମୃତି ଭବନରେ ଏହି କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଛି । ଦଳର ହେଭିୱେଟ ନେତାଙ୍କ ସହ ୩୦ ଜିଲ୍ଲା ସଭାପତି କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି  ।  ଅରୁଣ ସିଂ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂଦେଓ ବୈଠକରେ ଯୋଗ ଦେଇଛନ୍ତି ।