ମେୟରଙ୍କୁ ନେଇ ଉଠୁଛି ପଡୁଛି ରାଜଧାନୀ ରାଜନୀତି: ଭୁବନେଶ୍ୱରର ରାମମନ୍ଦିର ନିକଟରେ ବିଜେପିର ରାସ୍ତାରୋକ

27

ଭୁବନେଶ୍ୱର : ସେକ୍ସ ସିଡିକୁ ନେଇ ମେୟରଙ୍କ ପାଇଁ ଅଡୁଆ ବଢୁଛି । ହୋ ହାଲ୍ଲାରେ କମ୍ପୁଛି ରାଜଧାନୀ ଭୁବନେଶ୍ୱର ।  ଶାସକ ଦଳକୁ ଟାର୍ଗେଟ କରିଛି ବିରୋଧୀ ବିଜେପି । ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି । ରାଜ୍ୟ ବିଜେପି ପକ୍ଷରୁ ରାମ ମନ୍ଦିର ନିକଟରେ ରାସ୍ତାରୋକ କରାଯାଇଛି । ବିଜେପି କର୍ମୀ ରାସ୍ତା ଉପରେ ବସି ଗାଡି ମୋଟର ଅଟକାଇଛନ୍ତି । ମୁଖ୍ୟମନ୍ତ୍ରୀ ମେୟରଙ୍କୁ ଇସ୍ତଫା ସହ ଘଟଣାର  ନିରପେକ୍ଷ ତଦନ୍ତ ଦାବି କରୁଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱରର ୧୨ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :