ମୋଦିଙ୍କ ଓଡିଶା ଗସ୍ତକୁ ନେଇ ସଜବାଜ ! ରାଜ୍ୟର ୨୧ଟି ସ୍ଥାନରେ ଜନସଭା କରିବେ ୧୧ ଜଣ କେନ୍ଦ୍ର ମନ୍ତ୍ରୀ

33

କନକ ବ୍ୟୁରୋ : ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ରାଜ୍ୟର ୨୧ଟି ସ୍ଥାନରେ ଜନସଭା ଓ ରୋଡ ଶୋ କରିବେ ୧୧ ଜଣ କେନ୍ଦ୍ର ମନ୍ତ୍ରୀ । ଜନସଭାରେ ବରିଷ୍ଠ ସାଂସଦ ଓ ପଦାଧିକାରୀ ଯୋଗଦେବେ । ପଂଚାୟତ ନିର୍ବାଚନରେ ବିଜେପିକୁ ସମର୍ଥନ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇବେ ।