କନ୍ଧମାଳ ଆସିବ ବିଜେପି ସଂସଦୀୟ କମିଟି

11

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନ୍ଧମାଳ ଆସିବ ବିଜେପି ସଂସଦୀୟ କମିଟି । କମିଟି ଗଢିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କମିଟିରେ ସାଂସଦ ବିଜୟ ସହସ୍ରବୁଧେ ସାମିଲ୍, ରାମବିଚାର ନେତମ୍ ଓ ଜ୍ୟୋତି ଧୁର୍ବେ ବି ସାମିଲ୍ ।