ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସର ଦଳୀୟ ନିଯୁକ୍ତି ନେଇ ତେଜିଲା ରାଜନୀତି ! ସ୍ପଷ୍ଟୀକରଣ ଦାବି କଲା ବିଜେପି

85

କନକ ବ୍ୟୁରୋ : ସାମ ପିଟ୍ରୋଡା କାହାର । ପିଟ୍ରୋଡାଙ୍କୁ କଂଗ୍ରେସର ନୂଆ ଦାୟିତ୍ୱ ପରେ ଏନେଇ ପ୍ରଶ୍ନ ଉଠାଇଛି ବିଜେପି । ପିଟ୍ରୋଡା କାହାର ସେ ନେଇ କଂଗ୍ରେସ ଓ ବିଜେଡି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛି ବିଜେପି । ବିଜେଡି-କଂଗ୍ରେସ ମଧ୍ୟରେ ସୁସମ୍ପର୍କ ଅଛି । କଂଗ୍ରେସ ବିରୋଧୀ ଦଳ ଭାବେ ବିଫଳ । ଖୁବ ଶୀଘ୍ର ପିଟ୍ରୋଡାଙ୍କୁ ବହିଷ୍କାର କରଯାଉ ବୋଲି ବିଜେପି ଦାବି କରିଛି ।