ରାଧାରାଣୀଙ୍କ ଅକୁହା କଥା

60

ରାଜନୀତିରେ ମହିଳାମାନେ କେତେ ସୁରକ୍ଷିତ? ଅନ୍ୟ ନେତାମାନେ ରାଜନୀତିକୁ ଆସୁଥିବା ମହିଳାଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି । ଏଭଳି ଏକ ପ୍ରଶ୍ନର ଉତର ଦେଇଛନ୍ତି ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ରାଧାରାଣୀ କହିଛନ୍ତି ସେ ଯେତେବେଳେ ଯୁବାବସ୍ତାରେ ରାଜନୀତିରେ ଯୋଗ ଦେଇଥିଲେ ସେତେବେଳେ ଅନେକ ନେତା ତାଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲେ । ଏବେ ବି ସେହି ନେତାମାନେ ବିଧାନସଭାରେ ଅଛନ୍ତି । ଏପରିକି ନେତାଙ୍କ ଏଭଳି ଦୃଷ୍ଟିରୁ ବଂଚିବା ପାଇଁ ସେ ବାହା ହୋଇଥିବା କହିଛନ୍ତି । ତେବେ ରାଜନୀତିରେ ଆସୁଥିବା ସବୁ ମହିଳାଙ୍କ ପ୍ରତି ଏଭଳି ଘଟେ କି ନାହିଁ ତାହା କହିହେବ ନାହିଁ । କିନ୍ତୁ ରାଧାରାଣୀଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଜିର ୱାନ ଟୁ ୱାନରେ ଦେଖନ୍ତୁ ବିଜେପି ବିଧାୟିକା ରାଧାରାଣୀଙ୍କ ଅକୁହା କଥା :-