ବିଜେପି ନେତାଙ୍କ ଆପତିଜନକ ଟିପ୍ପଣୀ ! ପଶ୍ଚିବବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିଲେ କିନ୍ନର

29

କନକ ବ୍ୟୁରୋ: ବିଜେପି ନେତାଙ୍କ ଆପତିଜନକ ଟିପ୍ପଣୀ । ପଶ୍ଚିବବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଇଛନ୍ତି ବିଜେପି ନେତା ଶ୍ୟାମପଦା ମୋଣ୍ଡଲ ।

ମମତାଙ୍କୁ ସେ କିନ୍ନର ସହ ତୁଳନା କରିଛନ୍ତି । ମେଦିନାପୁର ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ମୁସଲିମମାନେ ନିଜ ଧର୍ମବଳରେ ଯାହା କରନ୍ତି ମମତା ତାହା କରୁଛନ୍ତି ।