୧୨ ଘଂଟା ମଧ୍ୟରେ ପପୁଙ୍କ ଗିରଫ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫସିଲେ ପପୁ । ବଢିଲା ହାସ୍ୟଅଭିନେତା ପପୁ ପମପମଙ୍କ ପାଇଁ ଅଡୁଆ । ମହିଳାଥାନାରେ ପପୁଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା । ୧୨ ଘଂଟା ମଧ୍ୟରେ ପପୁଙ୍କ ଗିରଫ ଦାବି ହୋଇଛି । ଗିରଫ ନହେଲେ ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।