ବିଜେପିର ହରତାଳ ବେଳେ ହିଂସାକାଣ୍ଡ ଘଟଣା: ସିସିଟିଭି ଫୁଟେଜ ଆଧାରରେ ବିଜେପି-ବିଜେଡିର ୪ କର୍ମୀଙ୍କୁ ଗିରଫ କଲା ପୁଲିସ

2

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ବିଜେପିର ଭୁବନେଶ୍ୱରରେ ହରତାଳ ବେଳେ ହିଂସାକାଣ୍ଡ ଘଟଣା । ବିଜେପି-ବିଜେଡିର ୪ କର୍ମୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ହରତାଳ ବେଳେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ସିସିଟିଭି ଫୁଟେଜ ଓ ଗଣମାଧ୍ୟରେ ପ୍ରସାରିତ ଚିତ୍ର ଆଧାରରେ ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ପୁଲିସ କମିଶନର ୱାଇ ବି ଖୁରାନିଆ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ହିଂସାକାଣ୍ଡ ଘଟାଇଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେଣୁ ଆଗକୁ ମଧ୍ୟ ଗିରଫଦାରୀ ସଂଖ୍ୟା ବଢିପାରେ ।

ଦେଖନ୍ତୁ ଏହି ଭିଡିଓ :

Comments are closed.