ବିଜେପି ଜାତୀୟ କାର୍ଯ୍ୟକାରିଣୀକୁ ଆଉ ମାତ୍ର ୧୯ ଦିନ : ବସିଲା ପ୍ରସ୍ତୁତି ବୈଠକ

25

କନକ ବ୍ୟୁରୋ : ବିଜେପିର ରାଷ୍ଟୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ପ୍ରସ୍ତୁତ ହୋଇଛି ନକ୍ସା । ଅମିତ ଶାହା ଓ ମୋଦିଙ୍କ ସହ ୩ଶହରୁ ଅଧିକ ନେତାଙ୍କ  ଉପସ୍ଥିତିରେ ହେବ ଦଳୀୟ ମନ୍ଥନ । କ’ଣ ହେବ ଦଳର ରଣନୀତି । କ’ଣ ହେବ ଓଡ଼ିଶା ବିଜେପିର ଟାର୍ଗେଟ୍ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ନେଇ ଉତ୍ସାହିତ ପୁରା ରାଜ୍ୟ ବିଜେପି ।

ବିଜେପି ଦାବି କଲାଣୀ ୨୦୧୯ ନିର୍ବାଚନରେ ଦୁଇ ତୃତୀୟାଂଶ ସିଟ୍ ସହ ସରକାର ଗଢ଼ିବ ଦଳ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ଆଉ ମାତ୍ର ୧୯ ଦିନ । ବାକିଥିବା ଏହି ୧୯ ଦିନ ଭିତରେ ବିଜେଡି ଆଉ ସରକାରରେ ହୋଇପାରେ ଅନେକ ପରିବର୍ତନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –