ଖଣ୍ଡପଡାରେ ଶାସକ ଦଳକୁ ଶକ୍ତ ଧକ୍କା ! ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଛାଡିଲେ ଶତାଧିକ କର୍ମୀ ଓ ନେତା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ଖଣ୍ଡପଡାରେ ଶାସକ ଦଳକୁ ଶକ୍ତ ଧକ୍କା । ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଆମ ଓଡିଶା ପାର୍ଟିରେ ମିଶିଲେ ଶତାଧିକ କର୍ମୀ ଓ ନେତା । ତେବେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ କ୍ୟାମ୍ପ ଛାଡି ଆମ ଓଡିଶାରେ ସାମିଲ ହୋଇଛନ୍ତି ବିଜେଡି କର୍ମୀ ଓ ନେତା ।

ଖଣ୍ଡପଡାର ପୂର୍ବତନ ସମିତି ଅଧ୍ୟକ୍ଷ ଶିଶିର ସାହୁ, ୧୯ ନଂ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ମାଝୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ନାରାୟଣ ଦଳ ବେହେରାଙ୍କ ସମେତ ହଜାର ହଜାର କର୍ମୀ ଆମ ଓଡିଶାରେ ସାମିଲ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-