ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଚିନ୍ତାରେ ବିଜେଡି ସୁପ୍ରିମୋ : ଅଫିସ କାମରେ ଯୋଗ ଦେଲେନି ନବୀନ

45

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଫଳାଫଳ ପରେ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟାନାୟକ । ଆଜି ସଚିବାଳୟ ଆସି ଅଫିସ କାମରେ ଯୋଗ ଦେବା ନେଇ କାର୍ଯ୍ୟସୂଚୀ ଥିଲେ ସୁଦ୍ଧା ସଚିବାଳୟ ଆସିନଥିଲେ ନବୀନ । ତାଙ୍କ କାର୍ଯ୍ୟସୂଚୀରେ ସକାଳ ସାଢେ ୧୧ଟାରେ ନବୀନ ସଚିବାଳୟ ପହଂଚିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନବୀନ ଆସିନଥିଲେ ।