ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦ : ବିଜେଡି ପକ୍ଷରୁ ଆଜି ୧୨ ଘଂଟିଆ ତାଳଚେର ବନ୍ଦ

46

ତାଳଚେର : ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ବିଜେଡି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗତାକାଲି ବ୍ରଜ ପ୍ରଧାନଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆସିଥିଲା । କିନ୍ତୁ ତାଙ୍କୁ ରାଜନୈତିକ ଷଡଯନ୍ତ୍ର କରି ଫସାଯାଇଛି । ଏବଂ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବିଧାୟକ ଦାବି କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –