ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତରେ ବିରୋଧୀଙ୍କ ବନ୍ଦ ଡାକରା ନେଇ ବିଜେଡିର ପ୍ରତିକ୍ରିୟା

22

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମାଲକାନଗିରିରେ ବିରୋଧୀଙ୍କ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ବେଳେ କଂଗ୍ରେସ ଓ ବିଜେପିର ବନ୍ଦ ଡାକରା ଗଣତନ୍ତ୍ର ପ୍ରତି ବିପଦ ବୋଲି ଦଳ କହିଛି । ଆଗାମୀ ଦିନରେ ବିଜେଡି ଯେସାକୁ ତେସା ନୀତି ଆପଣାଇବ ବୋଲି ଦଳ ଚେତାବନୀ ଦେଇଛି ।