କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ର କାଂଉଟର ଆଟାକ୍

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିରୋଧୀଙ୍କୁ କାଉଁଟର କରିବା ପାଇଁ ପୁଣିଥରେ କେନ୍ଦ୍ରୀୟ ଅବହେଳାଙ୍କୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଜାତୀୟ ଖାଦ୍ୟ ନିରପତା ଆଇନ ଅଧିନରେ ଗହମ ପରିବର୍ତେ ଚାଉଳ ଯୋଗାଇ ଦେବାକୁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ଜୋରଜବରଦସ୍ତ ଗହମ ଯୋଗାଇ ଦେଉଥିବା ଅଭିଯୋଗ କରି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ବିଜେଡି ବିଧାୟକ । ବିଧାନସଭାରୁ ସିଧା ରାଲିରେ ରାଜଭବନ ଅଭିମୁଖେ ବାହାରିଛନ୍ତି ବିଜେଡି ବିଧାୟକମାନେ । କେନ୍ଦ୍ରର ମନୋମୁଖୀ କାର୍ଯ୍ୟ ବରୋଧରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବ ଦଳ ।