ବିଜେଡିର ପୋଲାଭରମ୍ ବିଗୁଲ୍ : ଆସନ୍ତା ୧୪ରେ ରାଜଭବନ ଆଗରେ କରିବ ବିକ୍ଷୋଭ

23

କନକ ବ୍ୟୁରୋ : ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ରଣହୁଂକାର । ସାରା ରାଜ୍ୟରେ ଦଳ କରିବ ଆନ୍ଦୋଳନ । ଆସନ୍ତା ୧୪ରେ ରାଜଭବନ ଆଗରେ ବିକ୍ଷୋଭ ସହ ୨୦ରେ ଦକ୍ଷିଣ ଓଡିଶାରେ ପ୍ରତିବାଦ କରିବ ଦଳ ।

ଏସବୁ ପରେ ବି ପ୍ରକଳ୍ପ କାର୍ଯ୍ୟ ବନ୍ଦ ନହେଲେ ଅକ୍ଟୋବର ୧ରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ କରାଯିବ । ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କୁ କ୍ଷମତା ଦେବା ଓ ସମସ୍ତ ଅର୍ଥ ଯୋଗାଇଦେବା ନେଇ କେନ୍ଦ୍ରର ଘୋଷଣା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଜେଡି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –