କନକ ବ୍ୟୁରୋ : ପାଂଚମାସ ପୂର୍ବରୁ ପାଂଚୋଟି ଜିଲ୍ଲାକୁ ନେଇ ପ୍ରଥମ ପର୍ଯ୍ୟାୟ ପଂଚାୟତ ପ୍ଲାନ୍ । ନବୀନ ନିବାସରେ ଦଳୀୟ ନେତାଙ୍କୁ କର୍ଣ୍ଣ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ସୁପର ସନଡେରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୁପର୍ ଟିପ୍ସ ।

କାରଣ ୨ ମାସ ଭିତରେ ତିନିଟି ପ୍ରସଙ୍ଗକୁ ନେଇ ଚକ୍ରବ୍ୟୁହ ରଚିଛନ୍ତି ବିରୋଧୀ । ଏହି ଚକ୍ରବ୍ୟୁହରୁ ବାହାରି କେମିିତି ପଂଚାୟତର ଯୁଦ୍ଧକୁ ଜିତିବେ ସେନେଇ ଆରମ୍ଭ ହୋଇଛି ସମରସଜ୍ଜା। ଏଥିପାଇଁ ୫ ଟି ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ଡାକି ନବୀନ କରିଛନ୍ତି ଆଲୋଚନା ।

ଦେଖନ୍ତୁ ଏହି ଭିଡିଓ –