ପଂଚାୟତ ନିର୍ବାଚନ ପାଇଁ ଅଂଟା ଭିଡିଲା ଦଳ : ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରାକ୍ ପ୍ରସ୍ତୁତି ବୈଠକ

17

କନକ ବ୍ୟୁରୋ : ଘର ଘରକୁ ଯାଅ । ଲୋକଙ୍କୁ କେନ୍ଦ୍ର ଅବହେଳା ସମ୍ପର୍କରେ ଜଣାଅ । ଦଳୀୟ ନେତା ଓ କର୍ମୀଙ୍କୁ ଏଭଳି ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ । ପଂଚାୟତ ନିର୍ବାଚନ ପାଇଁ ଅଂଟା ଭିଡିଛି ଦଳ । ଆସନ୍ତା ୨ ତାରିଖରୁ ମାସକ ଯାଏଁ ବିଜେଡି କରିବ ଜନ ସଂପର୍କ ଯାତ୍ରା । ଏହାକୁ ନେଇ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ପ୍ରାକ୍ ପ୍ରସ୍ତୁତି ବୈଠକ ।

ଦେଖନ୍ତୁ ଏହି ଭିଡିଓ –