ବିଜେଡି ସଂସଦୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ! ସାଂସଦଙ୍କ ସହ ନବୀନଙ୍କ ଆଲୋଚନା

39

କନକ ବ୍ୟୁରୋ : ସଂସଦ ଭବନ ବିଜେଡି ଅଫିସରେ ମୁଖ୍ୟମନ୍ତ୍ରୀ । ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ଦଳୀୟ ସାଂସଦଙ୍କ ସହ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାଂସଦ ଦିଲ୍ଲୀପ ତିର୍କୀଙ୍କ ବ୍ୟତିତ ଅନ୍ୟ ସମସ୍ତ ସାଂସଦ ଉପସ୍ଥିତ ଅଛନ୍ତି । ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଦିଲ୍ଲୀପ ତୀର୍କି ନବୀନଙ୍କ ବୈଠକକୁ ଆସିନଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-