ବୀର ସୁରେନ୍ଦ୍ର ସାଏ ଜନ୍ମତିଥିରେ ରାଗିଲେ ସମ୍ବଲପୁର ସାଂସଦ ! ପ୍ରଥମେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରୁ ନଗେନ୍ଦ୍ର ପ୍ରଧାନ କ୍ଷୁବ୍ଧ

22

କନକ ବ୍ୟୁରୋ : ରାଗିଗଲେ ସାଂସଦ । ଆଜି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ବେଳେ ହଠାତ ସାମ୍ବାଦିକଙ୍କ ଉପରେ ରାଗିଯାଇଛନ୍ତି ସମ୍ବଲପୁର ସାଂସଦ । ଜିଲ୍ଲାପାଳଙ୍କ ପ୍ରଥମେ ପ୍ରତିକ୍ରିୟା ନେବାକୁ କେନ୍ଦ୍ର କରି ଏଭଳି ରାଗିଛନ୍ତି ନଗେନ୍ଦ୍ର ପ୍ରଧାନ । ସେ ପ୍ରଶ୍ନ କରିଛନ୍ତି, ବ୍ୟୁରୋକ୍ରାଟ୍ ଆଗ ନା ରାଜନେତା ଆଗ । ସେ କହିଛନ୍ତି, ବ୍ୟୁରୋକ୍ରାଟ ନୁହେଁ ଆମେ ଆଇନ ତିଆରି କରୁ । ଆଇନକୁ ବ୍ୟୁରୋକ୍ରାଟ ମାନନ୍ତି । ଏପରିକି ରାଗିଯିବାର ଦୃଶ୍ୟ ରେକର୍ଡ କରିବାକୁ ମଧ୍ୟ ସେ ସାମ୍ବାଦିକଙ୍କୁ କହିଥିଲେ ।