ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବ୍ରିଟେନ ଯିବେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ! ଟ୍ୱିଟ ଜରିଆରେ ଦେଲେ ସୂଚନା

17

କନକ ବ୍ୟୁରୋ : ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବ୍ରିଟେନ ଯିବେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା । କମନୱଲଥ ସଂସଦୀୟ ସମିତି ତରଫରୁ ସେ ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବ୍ରିଟେନ ଯିବେ । ଏ ନେଇ ଟ୍ୱିଟ କରି ଜଣାଇଛନ୍ତି ବୈଜୟନ୍ତ ।