ନିଜ ଗଡରେ ପରାଜୟ ପାଇଁ କର୍ମୀଙ୍କୁ ଦାୟୀ କଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର

27

କନକ ବ୍ୟୁରୋ :  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ଗଡରେ ପରାଜୟ ପାଇଁ କର୍ମୀଙ୍କୁ ଦାୟୀ କଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । କହିଲେ,ବହୁ ସଂଖ୍ୟାରେ ପ୍ରାର୍ଥୀଙ୍କ ପାଇଁ ବାଂଟି ହୋଇଗଲେ କର୍ମୀ ଏବଂ କର୍ମୀଙ୍କ ଅଧିକ ଆତ୍ମବିଶ୍ୱାସ ହେଲା ଦଳ ପାଇଁ ଘାତକ ।