ନିର୍ବାଚନ ଫଳାଫଳ ନେଇ ବିଜେଡି ମୁଖପାତ୍ର ଅମର ଶତପଥୀଙ୍କ ପ୍ରତିକ୍ରିୟା

30

କନକ ବ୍ୟୁରୋ : ବିଜେଡି ମଧ୍ୟ ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, ଜିଲ୍ଲା ପରିଷଦ ଆସନରେ ଦଳ ଆଗରେ ରହିଛି । କଂଗ୍ରେସର ସ୍ଥିତି ଦୁର୍ବଳ ଯୋଗୁଁ ବିଜେପିକୁ ସଫଳତା ମିଳିଛି । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି ଉଦ୍ୟମ କରିଛି, ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ବୁଲୁଥିବାରୁ ବିଜେପି ସଫଳ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :