ଭୁବନେଶ୍ୱର : କଳାରାହାଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ

26

କନକ ବ୍ୟୁରୋ :  ଖୋର୍ଦ୍ଧା ଜିଲ୍ଲା କଳାରାହଙ୍ଗ ପଦ୍ମକେଶରୀପୁର ଆଶ୍ରମ ସ୍କୁଲରେ ହୋଇଥିବା ବୁଥରେ ଉତେଜନା ଦେଖାଦେଇଥିଲା । ମତଦାନ ସମୟରେ ବିଜେପି ସମର୍ଥୀତ ପ୍ରାର୍ଥୀ ହାତରେ ପଦ୍ମଚିହ୍ନ ଷ୍ଟାମ୍ପ ମାରିଥିବା ଦେଖିବାକୁ ମିଳିଥିଲା । ଏ’ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହାସହ କଳାରାହଙ୍ଗ ପଂଚାୟତର ନ’ହୋଇ ବିଜେପି ପ୍ରାର୍ଥୀଙ୍କ ସମର୍ଥକମାନେ ପୁଲିଂବୁଥ୍ ଭିତରେ ପଶିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଉତେଜନା ଦେଖାଦେଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –