ଜଳସେଚନ ନାଁରେ ମହାନଦୀକୁ ଶିଳ୍ପାନୁଷ୍ଠାନ ପାଖରେ ବନ୍ଧା ପକାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ

33

କନକ ବ୍ୟୁରୋ : ମହାନଦୀ ଉପରେ ଛତିଶଗଡର ପ୍ରକଳ୍ପ ଦେଖି ହତବାକ୍ ହୋଇଯାଇଛନ୍ତି ବିଜେଡି ନେତା । ସେମାନେ କଳ୍ପନା ମଧ୍ୟ କରିନଥିଲେ, ଛତିଶଗଡ ମହାନଦୀ ଉପରେ ଏତେ ବଡ ଧରଣର ଯୋଜନା କରୁଥିଲା । ଏସବୁ ଦେଖି ସେମାନେ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି, ଆଗକୁ ଓଡିଶାକୁ ମହାନଦୀ ପାଣି ମିଳିବ କି ନାହିଁ । ଏସବୁ ଭିତରେ ମନ ବି ବଦଳାଇ ଦେଇଛି ବିଜେଡି । ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି, ସମସ୍ତେ ଏକାଠି ମିଶି ଲଢିବାର ବେଳେ ଆସିଛି । ଦେଖନ୍ତୁ ଏହି ରିପୋର୍ଟ ।