କଲରା ପତ୍ର କମାଇବ କ୍ୟାନସର । ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ବନ୍ଧରେ । 

269

ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ କଲରା ପତ୍ର । ପ୍ରତିଦିନ କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।ଏହା ଖାଇବାକୁ ପିତା । କିନ୍ତୁ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କଲରା ପତ୍ର ବେଶ ଉପଯୋଗୀ । ତେବେ ଆସନ୍ତୁ ଆଣିବା, କଲରା ପତ୍ରରେ ରହିଥିବା ଗୁଣ  କେତେକ ସମ୍ବନ୍ଧରେ ।

-ଯଦି ଆପଣ କଲରା ପତ୍ର ନିୟମିତ ଖାଇବେ, ତା’ହେଲେ କ୍ୟାନସର ଭଳି ରୋଗରୁ ଦୂରରେ ରହିପାରବେ । ଏହା ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗ କୋଷ ହେବା ସମ୍ଭାବନା କମ ଦେଖାଦିଏ ।

– କଲରାରେ ଭରପୂର ମାତ୍ରାରେ ଆଂଟି-ମାଇକ୍ରୋବିୟମ ଗୁଣ ରହିଛି । ଏହା ଭାଇରସ ଓ ବ୍ୟାକ୍ଟେରିଆକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।

– ଅଧିକାଂଶ ମାତ୍ରରେ ପୋଲିପେପ୍ଟାଇଡ ରହିଛି । ଯାହା ମଧୁମେୟ ରୋଗକୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇଥାଏ କଲରା ପତ୍ର ।

– ଶରୀରର ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ କଲରା ପତ୍ର ବେଶ ଉପଯୋଗୀ ।